କୋଚିରେ ଅଟକ ରହିଲା ଋଷ ଜାହାଜ : ଭାରତୀୟ ସେନା ପାଇଁ ଆସୁଥିଲା ଅସ୍ତ୍ରଶସ୍ତ୍ର

କୋଚି: ଭାରତରେ ଋଷର ଏକ ମାଲବାହୀ ଜାହାଜକୁ ଧରାଯିବା ଖବର ସାମ୍ନାକୁ ଆସିଛି। ଏହି ଜାହାଜକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କୋଚି ବନ୍ଦରରେ ଅଟକ ରଖାଯାଇଛି। ଅଟକ ରଖାଯାଇଥିବା ଜାହାଜଟି ଇଷ୍ଟୋନିଆ କମ୍ପାନୀର ହୋଇଥିବାବେଳେ ଭାରତୀୟ ନୌସେନା ପାଇଁ ଏଥିରେ ଅସ୍ତ୍ରଶସ୍ତ୍ର ଆସୁଥିଲା। ମିଳିଥିବା ସୂଚନା ମୁତାବକ ଜାହାଜ ପକ୍ଷରୁ ପ୍ରାୟ ୧.୮୭ କୋଟି ଟଙ୍କା ଇନ୍ଧନ ଦେୟ ନଦେବା କାରଣରୁ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଋଷୀୟ … Continue reading କୋଚିରେ ଅଟକ ରହିଲା ଋଷ ଜାହାଜ : ଭାରତୀୟ ସେନା ପାଇଁ ଆସୁଥିଲା ଅସ୍ତ୍ରଶସ୍ତ୍ର